YTMastersYTMasters
JAY JAGANNATH TVR

JAY JAGANNATH TV

ଜୟ ଜଗନ୍ନାଥ 🙏 "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ | 📡 Watch “JAY JAGANNATH TV” on DTH: Tata Play – Channel 1799 Dish TV – Channel 1397 Airtel Digital – Channel 615 Sun Direct – Channel 490 📞 Contact : 6372804618 if could not watch our channel Facebook: https://www.facebook.com/jayjagannathtv Instagram: https://www.instagram.com/jayjagannathtv/ YouTube: https://www.youtube.com/@JayJagannathTVofficial Twitter: https://x.com/JayJagannathTV #jayjagannthtv #jayjagannathtvlive #PuriLIVE

783kIndiaIN
Musim Gugur 2026

Langka · Musim Gugur 2026

JAY JAGANNATH TV

@jayjagannathtvofficial di YouTube

India India

Masyarakat

Subscriber
783k
Tayangan
7 · 0 favorit
Salinan
0 · 0 pemain
Dijual
0

Koleksi berikutnya, Musim Dingin 2026: Langka

Di 2M subscriber, kartu ini naik ke Super Langka di koleksi-koleksi berikutnya.

Subscribe ke channel ini biar kartu ini naik di koleksi-koleksi berikutnya!

ଜୟ ଜଗନ୍ନାଥ 🙏 "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ ନେଟୱର୍କର ଚତୁର୍ଥ ଚାନେଲ | 📡 Watch “JAY JAGANNATH TV” on DTH: Tata Play – Channel 1799 Dish TV – Channel 1397 Airtel Digital – Channel 615 Sun Direct – Channel 490 📞 Contact : 6372804618 if could not watch our channel Facebook: https://www.facebook.com/jayjagannathtv Instagram: https://www.instagram.com/jayjagannathtv/ YouTube: https://www.youtube.com/@JayJagannathTVofficial Twitter: https://x.com/JayJagannathTV #jayjagannthtv #jayjagannathtvlive #PuriLIVE

Nama, avatar, deskripsi, dan jumlah subscriber disediakan oleh YouTube Data API. YTMasters tidak berafiliasi dengan YouTube dan tidak didukung oleh YouTube.

AturanHapus channel-kuTambahkan kanalkuKetentuanKetentuan penjualanPrivasiInformasi hukum